ଓଡ଼ିଶା

ମାଲକାନଗିରିରେ ଇଂଟରନେଟ କଟକଣା ଆଉ 18 ଘଂଟା ବୃଦ୍ଧି

ମାଲକାନଗିରି- ଆଉ ୧୮ ଘଣ୍ଟା ଇଣ୍ଟରନେଟ୍‌ କଟକଣା ବୃଦ୍ଧି କଲା ପ୍ରଶାସନ । କାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି ହୋଇଛି ।RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍‌ କଟକଣା ବୃଦ୍ଧି -ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାରି କଲେ ନିର୍ଦ୍ଦେଶନାମା -ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍‌ କଟକଣା ମନା

Show More

Related Articles

Leave a Reply

Your email address will not be published. Required fields are marked *

Back to top button