Breaking PLUSଓଡ଼ିଶାମୁଖ୍ୟ ଖବର

ସୀମାନ୍ତ ଆନ୍ଧ୍ରରେ ଘରୋଇ ବସ୍‌ରେ ଅଗ୍ନିକାଣ୍ଡ, ବିଧାୟକଙ୍କୁ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର- ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଆସୁଥିବା ଘରୋଇ ନୀଳକଣ୍ଠ ବସରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ ସମେତ ୪୦ଜଣ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ବସଟି ଆନ୍ଧ୍ର ସାଲୁର ନିକଟତାରାପୁରମ ନିକଟରେ ବସ ପଞ୍ଚର ହୋଇ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଜାଣିପାରି ବସର ସମସ୍ତ ଯାତ୍ରୀଙ୍କୁ ବସରୁ ଓଲ୍ଲାଇଦେଇଥିଲେ। ବିଧାୟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Show More

Related Articles

Back to top button