Breaking PLUSଦେଶମୁଖ୍ୟ ଖବର

୪ରେ କେରଳମ ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର, 2 ଜୁନ- ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ ଛୁଇଁବା ନେଇ ଆକଳନ କରାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା ମିଳିଛି । ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପ ଛୁଇଁବ  । କେରଳମ ଓ ତାମିଲନାଡୁର କିଛି ଅଂଶ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Show More

Related Articles

Back to top button