Breaking PLUSଓଡ଼ିଶାମୁଖ୍ୟ ଖବର

ନବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ

ଭୁବନେଶ୍ନୱର- ବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ  । ଅନ୍ୟଜିଲ୍ଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍‌ ସୁଯୋଗ ମିଳୁନି । ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ । ନିରାଶ ହେଉଛନ୍ତି ସରକାରଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜିଲ୍ଲାର ଶିକ୍ଷକ । ସମଗ୍ର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍କୁଲ୍‌ରେ ଏପରି ସ୍ଥିତି ସୂଚନା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button