Breaking PLUSଓଡ଼ିଶାମୁଖ୍ୟ ଖବର

୩୨ଟି ନିଗମରେ ଖାଲିପଡିଛି ୧୦ ହଜାର ୨୬୪ ପଦବୀ

ଭୁବନେଶ୍ୱର- ରାଜ୍ୟର ୩୨ଟି ନିଗମରେ ଖାଲିପଡିଛି ୧୦ ହଜାର ୨୬୪ ପଦବୀ  । ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ଓଡ଼ିଶା କୃଷି ଶିଳ୍ପ ନିଗମରେ ୨୮୮, ଓଡ଼ିଶା ବିହନ ନିଗମରେ ୧୦୩ ଖାଲି । ଓଡ଼ିଶା ଖଣି ନିଗମରେ ୧୧୬୩, ନିର୍ମାଣ ନିଗମରେ ୪୮୩ ପଦବୀ ଖାଲି  । ଜଳ ବିଦ୍ୟୁତ ନିଗମରେ ୧୧୧୨, ଶକ୍ତି ସଂଚାରଣ ନିଗମରେ ୩୨୬୧ ଖାଲି  । କ୍ଷୁଦ୍ର ଶିଳ୍ପ ନିଗମରେ ୨୦୫, ଉଠା ଜଳସେଚନ ନିଗମରେ ୧୧୫୦ ଖାଲି  । ପଣ୍ୟଗାର ନିଗମରେ ୩୪୯, ସଡ଼କ ପରିବହନ ନିଗମରେ ୩୬୧ ଖାଲି  । ୱାଟକୋରେ ୬୫, ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମରେ ୧୧୭ ପଦ ଖାଲି ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button