Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି
18ରେ ଓଡ଼ିଶା ଆସିବେ ନିତିନ ନବୀନ

ଭୁବନେଶ୍ୱର, 12 ମେ- ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନିତିନ ନବୀନ । ଏହି ଅବସରରେ ସେ ସେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଆସନ୍ତା ୧୮ ତାରିଖରେ ଓଡ଼ିଶା ଆସିବେ ବିଜେପି ସଭାପତି ନୀତିନ ନବୀନ । ତାଙ୍କ ଗସ୍ତ ସମୟରେ ସେ ରାଜ୍ୟ ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ।
ବିଜେପି ସଭାପତି ହେବା ପରେ ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ। ନିତିନ ନବୀନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି।



