Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ା ଉପନିର୍ବାଚନ: ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ

ନୂଆପଡ଼ା- ନୂଆପଡା ଉପନିର୍ବାଚନରେ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟାରେ ତଥ୍ୟ ପରିପ୍ରକାଶ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ । ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆରେ ତଥ୍ୟ ଦେବେ । ୱେବ୍‌ସାଇଟ୍ ମାଧ୍ୟମରେ ବି ଅପରାଧିକ ତଥ୍ୟ ଦେଇପାରିବେ ପ୍ରାର୍ଥୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button