Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ହାଡ଼ ଭଙ୍ଗା ଶୀତ ଜାରି

ଭୁବନେଶ୍ୱର-ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ ଭଙ୍ଗା ଶୀତ ଜାରି  ।ରାଉରକେଲା ୮.୨, ଝାରସୁଗୁଡା ୮.୯ ଓ କେନ୍ଦୁଝର ୧୦.୬ ଡିଗ୍ରୀ  ।ସମ୍ବଲପୁର ୧୧.୮, ହୀରାକୁଦ ୧୩, ଭୁବନେଶ୍ୱର ୧୩.୨ ଡିଗ୍ରୀ  । ବାଲେଶ୍ୱର ୧୪.୧, ଚାନ୍ଦବାଲି ୧୫ ଡିଗ୍ରୀ, ପାରାଦୀପ ୧୫.୫ ଡିଗ୍ରୀ  । ଗୋପାଳପୁର ୧୬ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୧୭.୧ ଡିଗ୍ରୀ ।

Show More

Related Articles

Back to top button