Breaking PLUSଓଡ଼ିଶାମୁଖ୍ୟ ଖବର
ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ

ଭୁବନେଶ୍ୱର- ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା । ପ୍ରତି ୩ ମାସରେ ନଦୀ ଜଳ ଥରେ ପରୀକ୍ଷା ହେଉଛି । ‘ନିରନ୍ତର ଜଳ ପରୀକ୍ଷା ନ କଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ । ସବୁ ସ୍ଥାନରେ ନଦୀ ଜଳ ଠିକ୍ ନାହିଁ, କଳ କାରଖାନାରୁ ବର୍ଯ୍ୟବସ୍ତୁ ଆସୁଛି ।



