Breaking PLUSଓଡ଼ିଶାମୁଖ୍ୟ ଖବର

ଚୁଡ଼ଙ୍ଗପୁର ମନ୍ଦିରବନ୍ଧରେ ବୁଡ଼ିଗଲେ ୨ ସାଙ୍ଗ, ଜଣେ ମୃତ

ଦିଗପହଣ୍ଡି: ଚୁଡ଼ଙ୍ଗପୁର ମନ୍ଦିରବନ୍ଧରେ ବୁଡ଼ିଗଲେ ୨ ସାଙ୍ଗ ।ଜଣେ ମୃତ, ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ଦିଗପହଣ୍ଡି ପରେ ବ୍ରହ୍ମପୁର ମେଡିକାଲ୍‌ରେ ଗୁରୁତର ଭର୍ତ୍ତି କରାଯାଇଛି । ଗାଧେଇବା ବେଳେ ପ୍ରଥମେ ବୁଡ଼ି ଯାଇଥିଲେ ଜଣେ  ।ବଞ୍ଚାଇବାକୁ ଯିବା ବେଳେ ୨ ସାଙ୍ଗ ବୁଡ଼ି ଯାଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button