Breaking PLUSଓଡ଼ିଶାମୁଖ୍ୟ ଖବର

ହିତାଧିକାରୀଙ୍କ ଆକାଉଂଟକୁ ଆସିଲା ସୁଭଦ୍ରାର ଏକ ଟଙ୍କା

ଭୁବନେଶ୍ୱର- ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାଏ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଆଜି ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଆସିଥିବା ବେଳେ ଆସନ୍ତା ୯ତାରିଖରେ ଦିଆଯିବ ସୁଭଦ୍ରା ଟଙ୍କା। ଆଜି ୧ଟଙ୍କା ଲେଖାଏଁ ଆସିବ ବୋଲି ଗଣମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button