Breaking PLUSଓଡ଼ିଶାମୁଖ୍ୟ ଖବର

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର

ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ବ। ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର।  ଘୋଷଣା ହୋଇଥିବା ୩୦ ଜିଲ୍ଲା ଯୋଜନା କମିଟିରେ ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିଛି।

ଅନୁଗୁଳ- ଅଶୋକ ମହାନ୍ତି,  ବଲାଙ୍ଗିର- ଲକ୍ଷ୍ମଣ ବାଗ୍‌, ବାଲେଶ୍ବର- ପଦ୍ମଲୋଚନ ପଣ୍ଡା,ବରଗଡ଼- ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ, କଟକ- ଛବି ମଲ୍ଲିକ,ଦେବଗଡ଼- ମନ୍ତ୍ରୀ ସୁରେଶ ପୂଜାରୀ, ଢେଙ୍କାନାଳ- ସୀମାରାଣୀ ନାୟକ, ଗଜପତି- ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର- ଅମରେନ୍ଦ୍ର ଦାସ, ଯାଜପୁର- ଆକାଶ ଦାଶନାୟକ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ,  କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ,  କନ୍ଧମାଳ- ଉମା ଚରଣ ମଲ୍ଲିକ, କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର- ଫକୀର ମୋହନ ନାଏକ. ଖୋର୍ଦ୍ଧା- ପ୍ରଶାନ୍ତ କୁମାର,  ଜଗଦ୍ଦେବ, କୋରାପୁଟ- ରଘୁରାମ ମାଛ, ମାଲକାନଗିରି- ନରସିଂହ ମାଡକାମୀ,ମୟୂରଭଞ୍ଜ- ଭାସ୍କର ମଢେଇ, ନବରଙ୍ଗପୁର- ଗୌରିଶଙ୍କର ମାଝୀ,ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ବାଇଁ, ନୂଆପଡ଼ା- ଜୟ ଢୋଲକିଆ, ପୁରୀ- ଓମ୍‌ ପ୍ରକାଶ ମିଶ୍ର, ରାୟଗଡ଼ା- ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର- ରଘୁନାଥ ଜଗଦଲା, ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

Show More

Related Articles

Back to top button