ଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ସଙ୍କଳ୍ପ

ଆଜି ପୂରା ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଲାଲ୍‌କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଜୟ ଅନୁସନ୍ଧାନ’ ମନ୍ତ୍ର ଯୋଡିଛନ୍ତି । ଅମୃତ ମହୋତ୍ସବର ଅମୃତ କାଳରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ଦେଶବାସୀଙ୍କୁ ୫ସଙ୍କଳ୍ପ ନେବାପାଇଁ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ସବୁଠୁ ବଡ ରିଜୋଲ୍ୟୁସନ ଏକ ବିକଶିତ ଭାରତ ଏବଂ ଏହାଠାରୁ କମ କିଛି ଆବଶ୍ୟକ ନାହିଁ। ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେ ଏକ ବିକଶିତ ଭାରତ ଗଠନ କରିବୁ ।

ତେବେ ୫ଟି ସଂକଳ୍ପ ହେଲା –

ପ୍ରଥମ ସଂକଳ୍ପ – ବହୁତ ବଡ ସଙ୍କଳ୍ପ କରି ଚାଲିବା ପାଇଁ ପଡିବ , ପ୍ରଥମ ସଙ୍କଳ୍ପ ବିକଶିତ ଭାରତ

ଦ୍ୱିତୀୟ ସଂକଳ୍ପ – ଆମ ମନ ଭିତରେ ଥିବା ଦାସତ୍ୱକୁ ବାହାର କରିବା

ତୃତୀୟ ସଂକଳ୍ପ – ଆମକୁ ଆମର ପରମ୍ପରା ସଂସ୍କୃତି ଉପରେ ଗର୍ବ ହେବା ଦରକାର

ଚତୁର୍ଥ ସଂକଳ୍ପ  – ଏକତା ଓ ଏକଜୁଟ ହେବା

ପଞ୍ଚମ ସଂକଳ୍ପ – ନାଗରିକ ମାନଙ୍କର କର୍ତ୍ତବ୍ୟ

 

 

 

Show More

Related Articles

Back to top button