Breaking PLUSଓଡ଼ିଶାମୁଖ୍ୟ ଖବର

ନବ ଦାସ ରୋଷେୟା ମୃତ୍ୟୁର ପୁନଃ ତଦନ୍ତ

ଭୁବନେଶ୍ୱର-  ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ପୁନଃତଦନ୍ତ ପାଇଁ ଝାରସୁଗୁଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି  । IO ପରିବର୍ତ୍ତନ କରି ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପିଙ୍କ ସୂଚନା  । ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଚିଠି ଲେଖିଥିଲେ ଲଳିତଙ୍କ ବାପା ।ମାମଲାର ପୁନଃତଦନ୍ତ ପାଇଁ ଡିଜିପିଙ୍କ ନିକଟରେ ଦାବି କରିଥିଲେ  । ୨୦୨୨ରେ ଲଳିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା

 

Show More

Related Articles

Back to top button