Breaking PLUSଓଡ଼ିଶାମୁଖ୍ୟ ଖବର

ଜମି ଜବର ଦଖଲ ନେଇ RIଙ୍କ ଉପରେ ଉଦ୍‌ବେଗ ପ୍ରକାଶ କଲେ ମନ୍ତ୍ରୀ

ଜୟପୁର: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ୱ ମନ୍ତ୍ରୀ  । ଜମି ଜବର ଦଖଲ ନେଇ RIଙ୍କ ଉପରେ ଉଦ୍‌ବେଗ ପ୍ରକାଶ କଲେ ମନ୍ତ୍ରୀ  ।ସେହିପରି ବେଆଇନ ଜମି ଜବରଦଖଲ RIଙ୍କ ଅଜାଣତରେ ହୁଏନି । ଜମି ଜବରଦଖଲ ରୋକିବା ଗୁରୁଦାୟିତ୍ବ ତହସିଲଦାରଙ୍କ ଅପେକ୍ଷା RIଙ୍କର । ଆପଣଙ୍କ କଲମ ହିଁ ଆପଣଙ୍କ ପରିଚୟ । ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସ ରାଜ୍ୟରେ ବିକାଶରେ ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button