Breaking PLUSଓଡ଼ିଶାମୁଖ୍ୟ ଖବର

୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ

ଭୁବନେଶ୍ୱର- ୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ  ।ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର  । କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪ ମୃତ  । କେବଳ ୨୦୨୫ରେ ୪୨୭ ଜଣ ପାଣିରେ ବୁଡ଼ି ମରିଛନ୍ତି । ସମୁଦ୍ରରେ ପୁରୀରେ ସର୍ବାଧିକ ୬୨, ଗଞ୍ଜାମରେ ୧୩ ଜଣଙ୍କ ଜୀବନ ଯାଇଛି ।

Show More

Related Articles

Back to top button