Breaking PLUSଓଡ଼ିଶାମୁଖ୍ୟ ଖବର

ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନିଶାନା କଲେ ଶ୍ରୀମୟୀ

ଭୁବନେଶ୍ୱର- ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନିଶାନା  । ସୋସିଆଲ ମିଡିଆରେ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର  । ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ୍‌ କଲେ ଶ୍ରୀମୟୀ । ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ  । ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ’ ଲେଖିଲେ । କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା  । ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ନେହାଙ୍ଗିନୀ ଛୁରିଆ  । ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଅଛି କହିଲେ ସ୍ନେହାଙ୍ଗିନୀ ।

Show More

Related Articles

Back to top button