Breaking PLUSଓଡ଼ିଶାମୁଖ୍ୟ ଖବର

ଥାର୍‌ ଗାଡ଼ି ଧକ୍କାରେ ୨ ବର୍ଷର ଶିଶୁକନ୍ୟା ମୃତ; ୫ ଗୁରୁତର

ସୋର: ଥାର୍‌ ଗାଡ଼ି ଧକ୍କାରେ ୨ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି ଏବଂ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ଏନ୍ଏଚ୍ ୧୬ ଖନ୍ତାପଡ଼ା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଅଟୋରେ ଯିବାବେଳେ ପଛ ପଟୁ ଧକ୍କା ଦେଇଛି ଥାର୍ ।ଫାଇନାନ୍ସ କଂପାନୀରୁ ଋଣ ଉଠାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଶିଶୁକନ୍ୟା ସମେତ ସମସ୍ତ ଗୁରୁତର ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button