Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଶ୍ରୀପଞ୍ଚମୀ

ଭୁବନେଶ୍ୱର, 2 ଫେବୃୟାରୀ – ଆଜି ପବିତ୍ର ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ  । ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ । ଆଜି ବିଦ୍ୟାଦାୟିନୀଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା କରୁଛନ୍ତି । ସରସ୍ବତୀ ପୂଜା ଲାଗି ଉତ୍ସବମୁଖର ଗାଁରୁ ସହର ।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button