Breaking PLUSଓଡ଼ିଶାମୁଖ୍ୟ ଖବର

ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ନେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ନେବା ପଡ଼ିଲା ମହଙ୍ଗା  । କିସ୍ତି ସୁଝିଥିଲେ ମଧ୍ୟ ଅଧିକ ଟଙ୍କା ଡିମାଣ୍ଡ୍ କରୁଥିଲେ ଏଜେଣ୍ଟ  । ରିକଭରି ଏଜେଣ୍ଟ ଗ୍ୟାଙ୍ଗର ମୁଖ୍ୟ ଦୀପକ ବଳିଆରସିଂ ଗିରଫ  । ଦୀପକକୁ ଗିରଫ କରି କୋର୍ଟ ଚାଲାଣ କଲା ସହିଦନଗର ପୋଲିସ । ଲଗାତାର ଏକାଧିକ ଲୋକଙ୍କୁ ଦୀପକ ଶୋଷଣ କରୁଥିବା ଅଭିଯୋଗ । ୨ଟି କାର୍ ଜବତ, ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button