Breaking PLUSଦେଶମୁଖ୍ୟ ଖବର
ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ

ମୁମ୍ବାଇ- ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ । -ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ANI ସୂତ୍ରରୁ ସୂଚନା । ୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର । ୬ ଦଶନ୍ଧିର ଫିଲ୍ମ କ୍ୟାରିଅର, ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି । ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ । ସୋଲେ, ଚୁପ୍କେ ଚୁପ୍କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ ଅଭିନୟ ।ହକିକତ, ହୁକୁମତ, ଆଗ୍ ହି ଆଗ୍, ଜନି ଗଦ୍ଦାର ଆଦି ଲୋକପ୍ରିୟ ଫିଲ୍ମ । ବେତାବ୍ ଓ ଘାୟଲ ଭଲି ଲୋକପ୍ରିୟ ଫିଲ୍ମର ପ୍ରଯୋଜକ ଥିଲେ ।


