Breaking PLUSଓଡ଼ିଶାମୁଖ୍ୟ ଖବର

ମେଘନାଦ ପାଚେରିରୁ ଗଳୁଛି ପାଣି

ପୁରୀ: ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି  ମେଘନାଦ ପାଚେରିରେ ଶିଉଳି ଲାଗିବା ସହ ଅନବରତ ପାଣି ଧାର ବୋହିବାରେ ଲାଗିଛି । ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button