Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇ; ୧୦ ବର୍ଷରେ ମଲେଣି ୧୩୯୬ ଲୋକ

ଭୁବନେଶ୍ୱର- ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇ; ୧୦ ବର୍ଷରେ ମଲେଣି ୧୩୯୬ ଲୋକ  । ୬୧୭୪.୬୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ସରକାର  । ଲଢ଼େଇରେ ୫୬୦୯ ବନ୍ୟପ୍ରାଣୀଙ୍କ ହୋଇଛି ମୃତ୍ୟୁ  । ମୃତ୍ୟୁ ସଂଖ୍ୟା ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନେଉଛି ପଦକ୍ଷେପ  । ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ବୃକ୍ଷରୋପଣ, ଚାରଣ ଭୂମିର ହେଉଛି ବିକାଶ  । ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରିକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ  । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button