
୧-ଏହା ନିରାଟ ସତ୍ୟ ଯେ ଯେଉଁ କଷ୍ଟ କାହା ଆଗରେ ପ୍ରକାଶ କରାଯାଇ ପାରେ ନାହିଁ ସେହି କଷ୍ଟ ଲୁହ ଆକାରରେ ବହିଗଲେ ମନଟା ଟିକେ ହାଲୁକା ହେଇଯାଏ ।
୨-ଯେଉଁଠାରେ ବନ୍ଧୁତ୍ୱ ଓ ଆତ୍ମିୟତା ଥାଏ,ସେହିଠାରେ କରାଯାଇଥିବା ସାହାଯ୍ୟ ହିଁ ବାସ୍ତବିକ ରୁପରେ ପରୋପକାର ଅଟେ ।
୩-ନା ଆଗରେ ନା ପଛରେ ପ୍ରକୃତରେ ତ ସେହି ବ୍ୟକ୍ତି ହିଁ ଆମର ପ୍ରକୃତ ବନ୍ଧୁ ଯିଏ ସବୁବେଳେ ଆମ ସାଙ୍ଗରେ ଚାଲୁଥାଏ ।
୪-ମନର ଭାବନା ସୁନ୍ଦର ଥିଲେ ହିଁ ସମଗ୍ର ବିଶ୍ବ ସୁନ୍ଦର ଲାଗିବ ।
ଶୁଭ ସକାଳ
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
ଜୟ ଜଗନ୍ନାଥ