Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର ଜଙ୍ଗଲ ଜମି ଜବରଦଖଲ

ଭୁବନେଶ୍ୱର- ମାତିଛନ୍ତି ଜମି ଜବରଦଖଲକାରୀ । ଜବରଦଖଲକାରୀଙ୍କ କବଜାରେ ହଜାର ହଜାର ହେକ୍ଟର ହେକ୍ଟର ଜଙ୍ଗଲ ଜମି । ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଅଛି । ଜବରଦଖଲ ମୁକ୍ତ କରିବା ପାଇଁ 15 ହଜାର 700 ଗୋଟି ମାମଲା ରୁଜୁ ମୋଟ 2636.61 ହେକ୍ଟର ଜଙ୍ଗଲ ଜମି ଜବରଦଖଲମୁକ୍ତ କରାଯାଇଛି । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।



