Breaking PLUSଓଡ଼ିଶାମୁଖ୍ୟ ଖବର
ଗଜପତି ଜିଲ୍ଲାରେ ୧୦ ହଜାର ଲୋକ ସ୍ଥାନାନ୍ତରିତ

ଗଜପତି- ଗଜପତି ଜିଲ୍ଲାରେ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୨୮୭ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମାଆ ଗୃହକୁ ଗଲେ ୧୬୦ରୁ ଅଧିକ ଗର୍ଭବତୀ । ଆର. ଉଦୟଗିରି, କାଶୀନଗର ଓ ଗୁମ୍ମାରେ ଭୂସ୍ଖଳନ ଘଟିଛି । କିଛି ସ୍ଥାନରେ ବଡ଼ ପଥର ହଟାଇବାକୁ ବ୍ଲାଷ୍ଟିଂ ଆବଶ୍ୟକ ହୋଇଛି ।


