Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

୨୦୨୫ରେ ଓଡ଼ିଶାରେ ୧୨୨ ସାମ୍ପ୍ରଦାୟିକ ଘଟଣା: ଶ୍ୱେତପତ୍ର

୨୦୨୫ରେ ଓଡ଼ିଶାରେ ମୋଟ ୧୨୨ଟି ସାମ୍ପ୍ରଦାୟିକ ଘଟଣା ଘଟିଥିବା ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ରରେ ଖୋଲାସା ହୋଇଛି। ଏଥିରୁ ୧୦୬ଟି ହିନ୍ଦୁ-ମୁସଲିମ୍ ଓ ୧୬ଟି ହିନ୍ଦୁ-ଖ୍ରୀଷ୍ଟିଆନ୍ ସମ୍ପର୍କିତ ଘଟଣା ଥିଲା, ଯାହା ସହ ୧୬୫ଟି ମାମଲା ରୁଜୁ ହୋଇଛି।

ରାଜ୍ୟରେ ୧,୦୯୫ଟି ଦଙ୍ଗା ମାମଲା ରେକର୍ଡ ହୋଇଥିବାବେଳେ ୪୯୮ଟିରେ ଚାର୍ଜଶିଟ୍ ଦାଖଲ ହୋଇଛି। କଟକ ଦଶହରା ଓ ପୁରୀ ରଥଯାତ୍ରା ସମୟରେ ପୋଲିସଙ୍କ ସତର୍କତାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲା।

ସାମ୍ପ୍ରଦାୟିକ ସମ୍ମିଳନ ପାଇଁ ସରକାର ସମନ୍ୱୟ କମିଟି ଗଠନ କରିଥିବାବେଳେ, ୨୦୨୫ରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପରେ ମଧ୍ୟ କମିବା ଦେଖାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button