Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ୨୩ଟି ଟ୍ରକ୍‌ ଟର୍ମିନାଲ

ଭୁବନେଶ୍ୱର- ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ୨୩ଟି ଟ୍ରକ୍‌ ଟର୍ମିନାଲ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟ୍ରକ୍ ଟର୍ମିନାଲ କାମ ଶେଷ ହୋଇଯାଇଛି । କେବଳ ଗିରିଶୋଳାରେ ଥିବା ଟର୍ମିନାଲଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି । ଟ୍ରକ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣା ଅନେକ ମାତ୍ରାରେ କମିବ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button