Breaking PLUSଓଡ଼ିଶାମୁଖ୍ୟ ଖବର

17 ଟି ବିଶ୍ଵବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି

ଭୁବନେଶ୍ୱର, 20 ମାର୍ଚ୍ଚ-  ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡି । 17 ଟି ବିଶ୍ଵବିଦ୍ୟାଳୟରେ 709  ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡିଛି । ସେହିପରି 461 ଆସୋସିଏଟ ପ୍ରଫେସର ଓ 264 ପ୍ରଫେସର ପଦ ଏ ଯାଏଁ ପୂରଣ କରି ପାରି ନାହାନ୍ତି ସରକାର । ସେହିପରି 2325 ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି । ଏନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button