Breaking PLUSମୁଖ୍ୟ ଖବରଶିକ୍ଷା

ଘୁଞ୍ଚିଲା ଓଜେଇଇ ଆବେଦନ ତାରିଖ : ମେ’ ୧୦ ଯାଏ କରିପାରିବେ ଆବେଦନ

ପରୀକ୍ଷା ଆସନ୍ତା ଜୁନ୍‌ ମାସରେ ହେବ ବୋଲି ସୂଚନା ମିଳିଛି । 

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନର ସମୟସୀମାକୁ ପୁଣି ଆସନ୍ତା ମେ ୧୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ୩୦ ତାରିଖକୁ ବୃଦ୍ଧି କରାଯାଇଥିଲା । ପରୀକ୍ଷା ଆସନ୍ତା ଜୁନ୍‌ ମାସରେ ହେବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button