Breaking PLUSଅପରାଧଦୁର୍ଘଟଣା

ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ଅମାନବୀୟ ସ୍ୱାମୀ

ଅମାନବୀୟ ସ୍ୱାମୀର ବିଭତ୍ସ କାଣ୍ଡ। ଭୁଲିଗଲା ସବୁ ହିତାହିତ ଜ୍ଞାନ। ଶେଷରେ ସ୍ତ୍ରୀକୁ ବି ମାରିବାକୁ ପଛେଇଲାନି ସ୍ୱାମୀ । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଭାଲିଆଗଣି ଗାଁରେ। ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ । ମୃତ ସ୍ତ୍ରୀ ହେଲେ ସୁକାନ୍ତି ନାୟକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ୍‌।

Show More

Related Articles

Back to top button