ସ୍ୱତନ୍ତ୍ର

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଅତିରିକ୍ତ ହସିଲଦାର । ବୁଧବାର ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।

କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡା ବ୍ଲକ୍ ଡୁମାବାହାଲର ୪ଟି ସ୍ଥାନ ସମେତ ଲେଫ୍ରିପଡା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ।

ସୁନ୍ଦରଗଡ଼ ଡିଏସପି ସୁଧାଂଶୁ ପୁଝାରୀଙ୍କ ନେତୃତ୍ବରେ ଟିମ୍ ଚଢାଉ କରିବା ସହ ସମ୍ପତ୍ତିର ଆକଳନ ଆରମ୍ଭ କରିଛି।

Show More

Related Articles

Back to top button