Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ : ୨୮ରୁ ଲେଜର ସ୍କାନିଂ ଆରମ୍ଭ

ପୁରୀ, ୧୮ ନଭେମ୍ବର – ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପରିଚାଳନା କମିଟିରେ ନିଷ୍ପତି ହୋଇଛି । କାର୍ତିକ ପୂର୍ଣ୍ଣିମା ପରେ ଲେଜର ସ୍କାନିଂ କରାଯିବ । ତା ପରେ ରତ୍ନଭଣ୍ଡାର ବାହାର ପାର୍ଶ୍ବ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିର ସବୁ ଲେଜର୍ ସ୍କାନିଂ କରାଯିବ । ୨୮ ତାରିଖରେ ସ୍କାନିଂ ଆରମ୍ଭ ହେବ । ରିପୋର୍ଟ ଆସିବା ପରେ ପରିଚାଳନା କମିଟିରେ ଆଲୋଚନା କରି ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।

Show More

Related Articles

Back to top button