Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଟ ଡାଇମଣ୍ଡ ବୋର୍ସର କଲେ ଉଦଘାଟନ

ନୂଆଦିଲ୍ଲୀ, 17 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ହୀରା ଓ ଆଭୂଷଣ ବ୍ୟବସାୟ ପାଇଁ ଦୁନିଆର ସବୁଠୁ ବଡ ଏବଂ ଅତ୍ୟାଧୁନିକ କେନ୍ଦ୍ର ସୁରଟ ଡାଇମଣ୍ଡ ବୋର୍ସର ଆଜି ଉଦଘାଟନ କରିଛନ୍ତି ।
ଏଠାରେ ଅନ୍ତର୍ଜାତୀୟ ହୀରା ଓ ଆଭୂଷଣ ବ୍ୟବସାୟ ପାଇଁ ଦୁନିଆର ସବୁଠୁ ବଡ ଓ ଅତ୍ୟାଧୁନିକ କେନ୍ଦ୍ର ହେବ । ଏଠାରେ କଞ୍ଚା ଓ ପଲିସ ହୀରା ସହ ଆଭୂଷଣ ବ୍ୟାପାରର ଏକ ବିଶ୍ୱକେନ୍ଦ୍ର ହେବ ।
ଆମଦାନୀ-ରପ୍ତାନି ପାଇଁ ଏହି ଏକ୍ସଚେଞ୍ଜରେ ଅତ୍ୟାଧୁନିକ ‘କଷ୍ଟମ୍ସ କ୍ଲିୟରାନ୍ସ ହାଉସ୍’, ଖୁଚୁରା ଅଳଙ୍କାର ବ୍ୟବସାୟ ପାଇଁ ଅଳଙ୍କାର ମଲ୍ ଏବଂ ଆନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ଏବଂ ସୁରକ୍ଷିତ ଭାଲ୍ଟ ସୁବିଧା ରହିବ।

Show More

Related Articles

Back to top button