Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଶ୍ରାବଣ ମାସର ଶେଷ ସୋମବାର, ଶୈବାଳୟଙ୍କ ଭକ୍ତଙ୍କ ଭିଡ

ଭୁବନେଶ୍ୱର- ଆଜି ଶ୍ରାବଣ ମାସର ଶେଷ ସୋମବାର।  ଜଳ ଲାଗି ପାଇଁ ରାଜ୍ୟର ସବୁ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।  ମନସ୍କାମନା ପୂରଣ ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ।  ବୋଲ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।

ଭୁବନେଶ୍ଵରର ପ୍ରଭୁ ଲିଙ୍ଗରାଜ, ଆଠଗଡର ବାବା ଧବଳେଶ୍ଵର ଏବଂ ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗିଛି।

Show More

Related Articles

Back to top button