Breaking PLUSଓଡ଼ିଶାମୁଖ୍ୟ ଖବର

ATM କାର୍ଡ ନଦେବାରୁ ହତ୍ୟାକାଣ୍ଡ – ବ୍ରହ୍ମପୁର SDPO

ବ୍ରହ୍ମପୁର- ATM କାର୍ଡ ନଦେବାରୁ ହତ୍ୟାକାଣ୍ଡ । ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୁଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି। ଏଟିଏମ କାର୍ଡ ପୁଅ ବାପାକୁ ମାଗିବାରୁ ବାପା କିନ୍ତୁ କାର୍ଡ ଦେଇନଥିଲେ। କାର୍ଡ ନଦେବାରୁ ବାପା ମୁଣ୍ଡକୁ କାନ୍ଥରେ ପିଟିପିଟି ଗୁରୁତର କରିଥିଲା ପୁଅ। ଗୁରୁତବ ଅବସ୍ଥାରେ ବାପାକୁ ୧୬ତାରିଖ ଦିନ ମେଡିକାଲରେ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ବ୍ରହ୍ମପୁରର ଅଯୋଧ୍ୟାନଗର ୩ୟ ଲାଇନ ନିବାସୀ ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା।

Show More

Related Articles

Back to top button