Breaking PLUSଓଡ଼ିଶାମୁଖ୍ୟ ଖବର

୧୮ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ

ପୁରୀ- ଆସନ୍ତା 18 ତାରିଖରେ ହେବ ରତ୍ନଭଣ୍ଡାର ଯାଞ୍ଚ  । ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହୋଇଛି ସ୍ବତନ୍ତ୍ର ନୀତିନିର୍ଘଣ୍ଟ । ରାତ୍ର ୨ଟାରୁ ଦ୍ବାରଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତି ହେବ । 18 ତାରିଖ ଦିନ 1ଟାରୁ ଯାଞ୍ଚ ସରିବା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ପରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଅବଢା ମିଳିବ ବୋଲି ଜଣାପଡିଛି ।

Show More

Related Articles

Back to top button