Breaking PLUSଦେଶମୁଖ୍ୟ ଖବର

ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍

ଭୁବନେଶ୍ୱର- ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍ । ନିଯୁକ୍ତି ନେଇ ସୂଚନା ଦେଲେ AICC ସା.ସଂପାଦକ କେସି ବେଣୁଗୋପାଳ ।  ବର୍ତ୍ତମାନ ଯୁବ କଂଗ୍ରେସର ସାଧାରଣ ସଂପାଦକ ଅଛନ୍ତି ଉଦୟଭାନୁ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button