Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଦିନ ଦ୍ବିପ୍ରହରରେ ଭାଇଭଉଣୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର: ଦିନ ଦ୍ବିପ୍ରହରରେ ଭାଇଭଉଣୀଙ୍କ ଠାରୁ ଲୁଟ୍ । ସାଢ଼େ ୩ ଲକ୍ଷ ଟଙ୍କା ନେଇ ଫେରିବା ବେଳେ ଝାମ୍ପି ନେଲେ । ଚନ୍ଦ୍ରଶେଖରପୁର ଫେଜ୍-୧ SBIରୁ ଟଙ୍କା ଉଠାଇ ଫେରୁଥିଲେ । ଘର ତିଆରି ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button