Breaking PLUSଦେଶମୁଖ୍ୟ ଖବର
ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା
ଶ୍ରୀନଗର- ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା । ବିଧାନସଭାରେ ଧାରା ୩୭୦ ବ୍ୟାନର ଦେଖାଇବାକୁ ନେଇ ହଙ୍ଗାମା । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି ହୋଇଛି । ଧାରା ୩୭୦କୁ ପୁନଃ ଲାଗୁ ପ୍ରସ୍ତାବକୁ ନେଇ ହଙ୍ଗାମା ହୋଇଥିଲା ।