Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ପ୍ରତାପ ଷଡ଼ଙ୍ଗୀ ଆହତ

ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।

Show More

Related Articles

Back to top button