Breaking PLUSଓଡ଼ିଶାମୁଖ୍ୟ ଖବର

କାର୍ଯ୍ୟରେ ଅବହେଳା ଅଭିଯୋଗରେ SI ସସ୍‌ପେଣ୍ଡ

ଜଳେଶ୍ବର: କାର୍ଯ୍ୟରେ ଅବହେଳା ଅଭିଯୋଗରେ SI ସସ୍‌ପେଣ୍ଡ  । ସାର୍ଥା ଫାଣ୍ଡି SI ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବନ କଲେ ଏସପି  । ୨୨ ତାରିଖରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ  । ଲୁଗା ଦୋକାନରୁ ଚୋରି ସନ୍ଦେହରେ ୪ ଜଣଙ୍କୁ ପିଟିଥିଲେ ଦୋକାନୀ  । ୩ ଜଣ ଗୁରୁତର ହୋଇଥିଲେ, ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା  ।ଫାଣ୍ଡି ଠାରୁ ଅଳ୍ପ ଦୂରରେ ଘଟଣା ଘଟିଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

Show More

Related Articles

Back to top button