Breaking PLUSଓଡ଼ିଶାମୁଖ୍ୟ ଖବର
ସଡକ ଦୁର୍ଘଟଣା: ୩ ମୃତ
ଖୋର୍ଦ୍ଧା: ପୃଥକ ଭାବରେ ସଡ଼କ ଦୁର୍ଘଟଣା ଘଟି ୩ ବାଇକ ଆରୋହୀଙ୍କ ମୃତୁ ଘଟିଛି | ଦୁର୍ଘଟଣା ଗୁଡିକ ଟାଙ୍ଗୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘଟିଛି |କାଳୁପଡା ବଡ଼ଶଙ୍ଖ ନିକଟରେ ବାଇକ ଦୁର୍ଘଟଣାରେ ଜଣକର ମୃତୁ ହୋଇଥିବାବେଳେ, କୋଚିଲା ଛକ ଓ ସୋରଣ ନିକଟରେ ଆଉ ୨ ଜଣଙ୍କର ମୃତୁ ହୋଇଛି |