Breaking PLUSଦେଶମୁଖ୍ୟ ଖବର
୧୯ ବର୍ଷରୁ କମ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ଜିତିଲା ଭାରତ
ନୂଆଦିଲ୍ଲୀ : ଭାରତର ମହିଳା ଟିମ୍ ଅଣ୍ଡର-୧୯ ଟି-ଟ୍ବେଣ୍ଟି ବିଶ୍ବ କପ ଟାଇଟେଲ ଜିତିଲା ଭାରତ । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେରେ ପରାସ୍ତ କରିଛି। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଲଗାତର ଦ୍ବିତୀୟ ଥର ଆଇସିସି ମହିଳା ଅଣ୍ଡର-୧୯ ଟି-ଟ୍ବେଣ୍ଟି ବିଶ୍ବ କପ୍ ଜିତିଛି। ଦକ୍ଷିଣ ଆଫ୍ରିକାର ୮୩ ରନର ଲକ୍ଷ୍ୟର ପିଛା କରି ଭାରତ ୫୨ ବଲ୍ ଥାଇ ୧୧.୨ ଓଭରରେ ଏକ ଓ୍ବିକଟରେ ୮୪ ରନ୍ ସଂଗ୍ରହ କରି ଏହି ବିଜୟ ହାସଲ କରିଛି ।