Breaking PLUSଓଡ଼ିଶାମୁଖ୍ୟ ଖବର

ଚାକିରି ଦେବାକୁ କହି ଡାକି ଆଣି ଯୁବକଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଚାକିରି ଦେବାକୁ କହି ଡାକି ଆଣି ଯୁବକଙ୍କୁ ନିର୍ମମ ହତ୍ୟା  । ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ସମ୍ବଲପୁର କତରାବାଗ ଥାନା ଅଞ୍ଚଳର ଲୋକନାଥ ମେହେର  । ୯୦ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ୪ ଦିନ ତଳୁ ନିଖୋଜ ନେଇ ଥାନାରେ ଏତଲା କରିଥିଲେ ପରିବାରଲୋକ ।

Show More

Related Articles

Back to top button