Breaking PLUSଓଡ଼ିଶାମୁଖ୍ୟ ଖବର

ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍

ଭୁବନେଶ୍ବର-  ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍  । ୪ନଂ ହସ୍ପିଟାଲ ଛକରେ BMW କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରେଡକ୍ରସ୍ ଭବନ ଆଡ଼ୁ ଦ୍ରୁତ ଗତିରେ ଆସି ଘର ଆଡ଼କୁ ମାଡ଼ିଯାଇଥିଲା କାର । ତେବେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପରିବାର ଲୋକ । ଘର କାନ୍ଥ ଓ ବାରିକେଡ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

Show More

Related Articles

Back to top button