Breaking PLUSଓଡ଼ିଶାମୁଖ୍ୟ ଖବର
ରାସ୍ତାକଡ଼ ଦୋକାନକୁ ମାଡ଼ିଗଲା କାର୍

ନୟାଗଡ଼: ରାସ୍ତାକଡ଼ ଦୋକାନକୁ ମାଡ଼ିଗଲା କାର୍ । ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଇଟାମାଟି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍ ଥିବା ଜଣେ ବ୍ୟକ୍ତି ଓ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି । କାର୍ ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପଂହଚି ଛାନଭିନ କରୁଛି ।