Breaking PLUSଓଡ଼ିଶାମୁଖ୍ୟ ଖବର

ମହମ୍ମଦ ମୋକିମଙ୍କୁ ମିଳିବ ଗୁରୁଦାୟିତ୍ୱ

ଭୁବନେଶ୍ୱର- ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ବ ମିଳିବ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମୋକିମ୍‌ ଜଣେ ଦକ୍ଷ ନେତା ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ଆଗାମୀ ଦିନରେ ମୋକିମଙ୍କୁ ବଡ଼ ଦାୟିତ୍ବ ମିଳିବ । ମୁଁ ସଭାପତି ହେବା ପରେ ମୋକିମ୍‌ ମୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ, ଏକାଠି ହୋଇ ସମସ୍ତେ ଚାଲିବା । ବିପ୍ଲବ ଆଣିବ କଂଗ୍ରେସ, ଯୁବପିଢ଼ି କଂଗ୍ରେସର ଭବିଷ୍ୟତ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button