Breaking PLUSଓଡ଼ିଶାମୁଖ୍ୟ ଖବର

ଘରୁ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୁଣୁପୁର-  ଘର ଭତିରୁ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି । ଗୁଣୁପୁର ଥାନା ଗୋଲା ସାହିରେ ଘର ଭିତରେ ପଡ଼ିଛି ମୃତଦେହ  । ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି ।  ଗୁଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button