Breaking PLUSଓଡ଼ିଶାମୁଖ୍ୟ ଖବର
ଭାରତରେ ଲୁଚିଛି ହସିମ୍ ମୂଷା

ପହଲଗାମ୍ ଆତଙ୍କୀ ହମଲା ଘଟଣା । ଭାରତରେ ଲୁଚିଛି ହସିମ୍ ମୂଷା । ହମଲା ପରେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ଆତଙ୍କୀ ମୂଷା । ମୂଷାକୁ ଜୀବନ୍ତ ଧରିବାକୁ ସେନା ଚଳାଇଛି ବଡ଼ ଧରଣର ସର୍ଚ୍ଚ ଅପରେସନ । କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଛି ମୂଷା । ମୂଷା ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନାର ଘୋଷଣା କରିଛି ।



